ଓଡିଶା

ଜନମାନ୍ୟତା ଉଦ୍ଘାଟନ ସମାରୋହରେ ରଶ୍ମିରେଖା ଶୁଭାଶିନୀଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୨୬/୧୧ (ନି.ପ୍ର.) : ଭୁବନେଶ୍ୱରର କଳିଙ୍ଗ ବିହାରରେ ଜନମାନ୍ୟତା ଅର୍ଗାନାଈଜ୍ ତରଫରୁ ଉଦ୍ଘାଟନ ସମାରୋହ ଆୟୋଜିତ ହେଇଯାଇଛି । ଏହି ସମାରୋହରେ ଜନମାନ୍ୟତା ଅର୍ଗାନାଇଜର ସମସ୍ତ ସଦସ୍ୟ ସଦସ୍ୟା ବୃନ୍ଦ ଉପସ୍ଥିତ ରହି ଏହାକୁୁ ସୂଚାରୁରୂପେ ତୁଲେଇଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ରଶ୍ମି ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ସଦସ୍ୟାମାନଙ୍କ ନିଷ୍ଠାପର ଭାବେ ସମାଜସେବାରେ ଅନୁପ୍ରାଣିତ ହେଇ ଜନମାନ୍ୟତା ଅର୍ଗାନାଇଜର ପ୍ରତଷ୍ଠାତା ଶ୍ରୀମତୀ ଶୁଭଲଶ୍ମି ରାଉତ ଏବଂ ସଂଗଠନର ସମସ୍ତ କର୍ମକର୍ତାଙ୍କ ଉପସ୍ଥିତରେ ଶ୍ରୀମତୀ ରଶ୍ମିରେଖା ସୁଭାଷିନୀ ମହୋଦୟାଙ୍କୁ ମାନପତ୍ର ପ୍ରଦାନ କରାଯାଇଛି । ଶ୍ରୀମତୀ ସୁଭାଷିନୀ ମାନପତ୍ର ପାଇ ଖୁସିବ୍ୟକ୍ତ କରିଥିବାବେଳେ ରଶ୍ମିରେଖା ଚାରିଟେବୁଲ ଟ୍ରଷ୍ଟର ସମସ୍ତ ସଦସ୍ୟ ସଦସ୍ୟାମାନେ ଜନମାନ୍ୟତା ସଂଗଠନର ସମ୍ପାଦକ ଶ୍ରୀମତୀ ଶୁଭଲଶ୍ମି ରାଉତ ଏବଂ ସମସ୍ତଙ୍କୁ ସାଧୁବାଦ ଜଣେଇଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା