Fabclaws by Sushree ରେ ପାଆନ୍ତୁ ୫୦%ର ରିହାତ…

ଭୁବନେଶ୍ୱର, ୧୯/୧୧ (ଅଭିଜିତ୍ ସିଂ) : ଭୁବନେଶ୍ୱରସ୍ଥିତ ଜୟଦେବ ବିହାରରେ ଖୋଲିଛି Fabclaws by Sushree ର ଆଉ ଏକ ଆଉଟଲେଟ୍ । କୋଭିଡ୍ ସମୟରେ ମାର୍କେଟକୁ ଆସିଥିଲା Fabclaws by Sushree ବ୍ରାଣ୍ଡ । ବହୁ ଘାତପ୍ରତିଘାତ ମଧ୍ୟରେ ଗ୍ରାହକଙ୍କ ବିଶ୍ୱାସଭାଜନ ହେବା ପରେ ଏବେ ଏହାର ଆଉ ଏକ ଆଉଟଲେଟ୍ ଗ୍ରାହକଙ୍କୁ ଉନ୍ନତମାନର ସେବା ଯୋଗାଇବ । ହେଲେ Fabclaws by Sushree ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶିକା ସୁଶ୍ରୀ ଏଥର କବଳ ଗ୍ରାହକଙ୍କ ପାଇଁ ଚିନ୍ତା କରି ନାହାନ୍ତି । ଆମ ରାଜ୍ୟର ବହୁ ବେକାରୀ ଯୁବପିଢୀଙ୍କୁ ନିଯୁକ୍ତି ଦେବାର ଉଦ୍ଦେଶ୍ୟ ନେଇ ତଥା ଓଡିଶାରୁ ଉନ୍ନତ ଏବଂ କୁଶଳୀ ଯୁବପିଢୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ Fab beauty school ମାଧ୍ୟମରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏଠାରୁ ତାଲିମ୍ ନେବା ପରେ କୁଶଳୀ ଯୁବପିଢୀ ଆଗକୁ ଆତ୍ମସ୍ୱାବଲମ୍ବୀ ହୋଇପାରିବେ ବୋଲି ସେ କହିଛନ୍ତି ।
Fabclaws by Sushree ରେ ବ୍ରାଇଡାଲ ମେକଅପ୍, ନେଲ୍ ଏକ୍ସଟେନ୍ସନ୍, ଆଇ ଲାସ୍ ଏକ୍ସଟେନ୍ସନ୍ ଭଳି ଉନ୍ନତମାନର ସର୍ଭିସ୍ ପ୍ରଦାନ କରାଯିବ । ଏବଂ ନୂଆ ଆଉଟଲେଟରେ ଆଗାମୀ ୧୦ ପାଇଁ ଫ୍ଲାଟ୍ ୫୦% Inaugural offer ରହିଛି ।