ଓଡିଶା ବ୍ୟବସାୟ

ମହାଦେବ ଗ୍ରିନ୍ସରୁ ଘର କିଣିଲେ ମିଳିବ ୧୯୦ ଗ୍ରାମର ସୁନା କଏନ…

ଭୁବନେଶ୍ୱର : ଉତ୍ସବ ଋତୁକୁ ଦୃଷ୍ଟିରେ ରଖି କଟକର ତ୍ରିଶୁଳିଆ ସ୍ଥିତି ଆଧୁନିକ ଆବାସିକ ପ୍ରକଳ୍ପ ମହାଦେବ ଗ୍ରିନ୍ସ ପକ୍ଷରୁ ଗ୍ରାହକମାନଙ୍କ ଲାଗି ଏକ ସ୍ୱତନ୍ତ୍ର ଓ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି । ଦୁର୍ଗାପୂଜା ଭାବ ଅନୁସାରେ ମହାଦେବ ଗ୍ରିନ୍ସର ପ୍ରତି ଗ୍ରାହକ ବୁକିଂ ଉପରେ ୧୯୦ ଗ୍ରାମର ସୁନା କଏନ ଜିତିବା ଉପହାର ଦେଇଛି । ଏହି ସ୍ୱତନ୍ତ୍ର ଅଫର ମହାଦେବ ଗ୍ରିନ୍ସର ଆକର୍ଷଣ ବଢ଼ାଇବ । ତ୍ରିଶୁଳିଆର ମନମୁଗ୍ଧକର ପରିବେଶରେ ଥିବା ମହାଦେବ ଗ୍ରିନ୍ସ ଏକ ଆବାସିକ ପ୍ରକଳ୍ପଠାରୁ ବହୁ କିଛି ଅଧିକ । ଅତି ଯତ୍ନର ସହ ଜୀବନଶୈଳୀ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି । ଗ୍ରାହକମାନଙ୍କ ମତ ଏବଂ ବ୍ୟାପକ ଗବେଷଣା ପରେ ଏହି ପ୍ରକଳ୍ପକୁ ପ୍ରସ୍ତୁତ କରାଯାଇଛି ଯାହା ସମସାମୟିକ ଡିଜାଇନ, ପ୍ରାକୃତିକ ସୌହାର୍ଦ୍ଦ୍ୟ ଓ ଆଧୁନିକ ସୁବିଧା ସୁଯୋଗକୁ ପ୍ରଦାନ କରୁଛି  ।

ମହାଦେବ ଗ୍ରିନ୍ସର ନିଦେ୍ର୍ଦଶକ ସୁନୀଲ କୁମାର ସରଳିଆ ଏହି ଉତ୍ସବ ଅଫର ସମ୍ପର୍କରେ ନିଜ ଉତ୍ସାହ ପ୍ରକାଶ କରି କହିଛନ୍ତି ଯେ, ‘ଏହି ଉତ୍ସବ ଋତୁରେ ମହାଦେବ ଗ୍ରିନ୍ସରେ ଏକ ଘର ମାଲିକ ହେବାର ସୁବର୍ଣ୍ଣ ସ୍ପର୍ଶକୁ ଆମେ ପ୍ରଦାନ କରୁଛୁ  ।

ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା