ଦୀପାବଳି ପାଇଁ ତନିସ୍କ ଆଣିଛି ‘ଧରୋହର’ କଲେକ୍ସନ…

ଭୁବନେଶ୍ୱର : ଦୀପାବଳି ପାଇଁ ତନିସ୍କ ଆଣିଛି ‘ଧରୋହର’ କଲେକ୍ସନ । ‘ଧରୋହର’ ଏକ କଲେକ୍ସନ ନୁହେଁ, ଏହା ହୃଦୟସ୍ପର୍ଶୀ କାହାଣୀଗୁଡିକର ଏକ ଉତ୍ସବ । ‘ଧରୋହର’ କଲେକ୍ସନ ଆଧୁନିକତାର ସ୍ପର୍ଶ ସହ ପରମ୍ପରାର ମିଶ୍ରଣ । ଏ ସମ୍ଭାରରେ ବ୍ୟାପକ ରେଞ୍ଜ ପ୍ଲେନ୍ ଗୋଲ୍ଡ, ଭିଣ୍ଟେଜ୍ ଏବଂ କୁନ୍ଦନ ଗହଣା ଡିଜାଇନ୍ ରହିଛି । ଦକ୍ଷ କାରିଗରଙ୍କ ଅସାଧାରଣ କାରିଗରୀକୁ ‘ଧରୋହର’ କଲେକ୍ସନ ଉପସ୍ଥାପନ କରୁଛି ।

ଜଟିଳ ଚଣ୍ଡକ ଓା୍ୱର୍କ ହେଉ କିମ୍ବା ବଧରୁମ୍ ଟେକନିକ୍, ଆକର୍ଷଣୀୟ ରାସ ରାଓା୍ୱ ହେଉ ଅବା ସୂକ୍ଷ୍ମ ତାରକଶି କାମ ‘ଧରୋହର’ କଲେକ୍ସନର ପ୍ରତ୍ୟେକ ପିସରେ ପରମ୍ପରା ସ୍ପଷ୍ଟ ପ୍ରତିଫଳିତ ହେଉଛି । ଥପା ୱାର୍କ ସହ ଚମକ୍ରାର ଚୋକର ନେକଲେସ୍, ଜଟିଳ ତାରକଶି କାର୍ଯ୍ୟଯୁକ୍ତ ସୁନ୍ଦର ନେକଲେସ୍ ସେଟ୍, କୁନ୍ଦନ କାର୍ଯ୍ୟରେ କ୍ଲାସିକ୍ ସେଟ୍ ଏବଂ ଚମକ୍ରାର ଟରକଏଜ୍ ବଧରୁମ୍ ପାଟର୍ଣ୍ଣ ସେଟ୍ ଏହି ହିରୋ କଲେକ୍ସନରେ ରହିଛି ।

ଏହା ସହ ଅନ୍ୟାନ୍ୟ ନେକଲେସ୍ ସେଟ୍, ଚୁଡି, ବ୍ରେସଲେଟ୍ ଏବଂ ହାତମୁଦି ମଧ୍ୟ ଏଥିରେ ରହିଛି ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ