ଦେଶୀ ଖାଇବାର ପସରା ନେଇ ଖୋଲିଲା ନୂଆ ରେଷ୍ଟୁରାଣ୍ଟ “ଶ୍ରୀ ରେଷ୍ଟୁରାଣ୍ଟ”…

ଭୁବନେଶ୍ବର : ଦେଶୀ ଖାଇବାର ପସରା ନେଇ ଖୋଲିଲା ନୂଆ ରେଷ୍ଟୁରାଣ୍ଟ “ଶ୍ରୀ ରେଷ୍ଟୁରାଣ୍ଟ ” । ବ୍ୟସ୍ତବହୁଳ ଜୀବନରେ ଲୋକଙ୍କୁ ଘର ତିଆରି ଖାଦ୍ୟର ମଜା ଦେବା ଲକ୍ଷ୍ୟରେ ଏହି ରୋଷ୍ଟୁରାଣ୍ଟ ଖୋଲାଯାଇଛି । ଏହା ସହିତ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ପରିମାଣ ମୁତାବକ ତେଲ, ମସଲାରେ ସମ୍ପୂର୍ଣ୍ଣ ଘରୋଇ ଭାବରେ ପ୍ରସ୍ତୁତ ହେଉଛି ଖାଦ୍ୟ ସାରଣୀ । ଭୁବନେଶ୍ବର ସ୍ଥିତ ଜାଗମରା ଟ୍ରାଫିକ ଛକ ନିକଟରେ ଏହାର ଏକ ସ୍ବତନ୍ତ୍ର ଆଉଟଲେଟ୍ ଖୋଲାଯାଇଛି ।
