କଲେଜ ଅଛି ମାତ୍ର, ଶିକ୍ଷାଦାନ ପାଇଁ ଶିକ୍ଷକ ନାହାନ୍ତି । ଘୋର ଅବ୍ୟବସ୍ଥା ମଧ୍ୟରେ ଜଟଣୀ କଲେଜ…

ଜଟଣୀ : ଯୁକ୍ତ ଦୁଇ ରିଆଡମିସନ୍ ଫିସ୍ ବୁଦ୍ଧିକୁ ନେଇ ଜଟଣୀ ମହାବିଦ୍ୟାଳୟରେ ଉତେଜନା । ଛାତ୍ରଛାତ୍ରୀମାନେ କଲେଜ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିବା ଦେଖିବାକୁ ମିଳିଛି I ଏପଟେ ରାସ୍ତାରୋକ୍ ଯୋଗୁଁ ସାଧାରଣ ଜନତା ହଇରାଣ ହୋଇଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଜଟଣୀ ଆଇଆଇସି ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାଇବା ପରେ ଟ୍ରାଫିକ ସମସ୍ୟା ଦୂର ହୋଇଥିଲା । ତେବେ ଏ ନେଇ କଲେଜ ପ୍ରିନ୍ସିପାଲ କଣ କହୁଛନ୍ତି ଶୁଣନ୍ତୁ I
ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ