ଓଡିଶା

କେନାଲ ମଧ୍ୟକୁ ଖସିଲା ବି.ଏମ୍.ସି ଅଳିଆ ଗାଡି

ଭୁବନେଶ୍ବର : କେନାଲ ମଧ୍ୟକୁ ଖସିଲା ବି.ଏମ୍.ସି ଅଳିଆ ଗାଡି । ଭୁବନେଶ୍ବର ସ୍ଥିତ ଝାରପଡା କେନାଲ ନିକଟରେ ଦୁର୍ଘଟଣା । କେନାଲ ମଧ୍ୟକୁ ଗାଡି ଖସିବା ଫଳରେ ଗାଡି ଡ୍ରାଇଭର ଏବଂ ହେଲପର୍ ଆହାତ । ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାମ ଜାରି ରଖିଥିବାବେଳେ କ୍ରେନ୍ ଯୋଗେ ଗାଡିକୁ କେନାଲରୁ ବାହାର କରାଯାଇଛି । ସେପଟେ ଆହତ ଡ୍ରାଇଭର ଏବଂ ହେଲପରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା । ତେବେ କେଉଁ ପରିସ୍ଥିତିରେ ଗାଡି କେନାଲ ମଧ୍ୟକୁ ଖସିଲା ତାହା ଅସ୍ପଷ୍ଟ ରହିଛି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା