ଦେଶ ବିଦେଶ

ବଞ୍ଚିଗଲା କଂଗ୍ରେସ !

ଦେଶର ଧୀରେ ଧୀରେ ସତ୍ତା ହରାଉଛି କଂଗ୍ରେସ । ଏଭଳି ସ୍ଥଳେ ହିମାଚଳ ପ୍ରଦେଶରେ କଂଗ୍ରେସ ନିଜର ସ୍ଥିତି ଜାହିର କରି ନିଜର ସମ୍ମାନ ବଞ୍ଚାଇବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା କଂଗ୍ରେସ କେବଳ ରାଜସ୍ଥାନ ଏବଂ ଛତିଶଗଡରେ କ୍ଷମତାଧୀନ ଥିବାବେଳେ ସେଠାରେ ପରବର୍ତ୍ତୀ ନିର୍ବାଚନ ୨୦୨୩ରେ ହେବ ।

ହିମାଚଳ ପ୍ରଦେଶରେ ମୋଟ ୬୮ ଟି ଆସନରୁ ବିଜେପି ୨୬ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ଏଠାରେ ଭଲ ପ୍ରଦର୍ଶନ କରି ସରକାର ଗଠନ କରିବା ଦିଗରେ ଆଗେଇଛି । କଂଗ୍ରେସ ବର୍ତ୍ତମାନର ଗଣତି ଅନୁସାରେ ୩୯ଟି ଆସନରେ ଆଗୁଆ ରହିଛି । ହେଲେ ଏଠାରେ ଆମ୍ ଆଦମୀ ପାର୍ଟି ଖାତା ଖୋଲିବାରେ ଅସମର୍ଥ ହୋଇଛି । ଅନ୍ୟାନ୍ୟ ଦଳ ୩ଟିରେ ଲିଡ୍ କରୁଛନ୍ତି ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ବ୍ୟବସାୟ

କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ଏକ ସାମୂହିକ ପ୍ରୟାସ ହେବା ଆବଶ୍ୟକ: ନିର୍ମଳା ସୀତାରମଣ |

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ, କାରଣ ଟେକ୍ନୋଲୋଜି କ୍ରମାଗତଭାବେ ବିକଶିତ ହେଉଛି ଏବଂ ବଦଳୁଛି
ଦେଶ ବିଦେଶ

କର୍ଣ୍ଣାଟକରେ ଓମିକ୍ରନ୍ ଭୟ: ମଲ୍, ସିନେମା ହଲ୍ ପରିଦର୍ଶନ ପାଇଁ ଦୁଇଟି ଡୋଜ୍ ଜରୁରୀ | ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂତନ ନିୟମ |

କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ ମଲ, ପ୍ରେକ୍ଷାଳୟ ଏବଂ ସିନେମା ହଲ ପାଇଁ ବାଧ୍ୟତାମୂଳକ କରିଛନ୍ତି ଯେ କେବଳ ସେହି ପରିଦର୍ଶକଙ୍କୁ କୋଭିଡ -19 ଟିକା ନେଇଛନ୍ତି।