ଓଡିଶା

ଅଁଳାପାଲିରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଅଁଳାପାଲି ପଞ୍ଚାୟତ ଅନ୍ତର୍ଗତ ଗ୍ରାମୀଣ ପାଠାଗାରରେ ସରପଞ୍ଚ ଅଜିତ ମେହେରଙ୍କ ସଭାପତିତ୍ବରେ ସ୍ୱଚ୍ଛତା ହିଁ ସେବା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରକାରଙ୍କ ତଫରୁ ଆସିଥିବା PHDMA କମିଟିର ସଦସ୍ୟ ଫୁଲମଣୀ ଲାକ୍ରା ଓ ମୋନାଲିସା ନାଏକ ଉପସ୍ଥିତ ଥିଲେ । ଏହି ଅବସରରେ ଦନ୍ତାପାଲିରେ ଥିବା ଗ୍ରାମୀଣ ପାଠାଗାର ପରିସର ସଫେଇ କରାଯାଇଥିଲା । ସଫେଇ କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀ ରାମେଶ୍ବରର ସଭାପତି ରଞ୍ଜିତା ବାରିକ, ଅନଷୂୟା କର୍ଣ୍ଣ, ସବିତା ସାହୁ, ଅଞ୍ଜଳି ହାତୀ, ସବିତା ପ୍ରଧାନ ଓ ଅନ୍ୟାନ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ସାହୁ, ଶିକ୍ଷାବିତ୍ ତଥା ସ୍ବେଚ୍ଛାସେବୀ ପ୍ରଶାନ୍ତ ଚନ୍ଦ୍ର ପଣ୍ଡା, ଆସ୍ଥିକ ମହାକୁଡ ଉପସ୍ଥିତ ଥିଲେ । ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ପାଲା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ।

ବୌଦ୍ଧରୁ ସୁମନ୍ତ ମେହେର

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା