ଓଡିଶା ବ୍ୟବସାୟ

ନ୍ୟାଚୁରାଲ୍ସର ୭୦୦ତମ ଷ୍ଟୋର ଓ ରାଜ୍ୟର ୧୫ତମ ଷ୍ଟୋର କଳିଙ୍ଗ ନଗରରେ ଉଦଘାଟିତ

ଦେଶରେ ନ୍ୟାଚୁରାଲ୍ସର ୭୦୦ତମ ଷ୍ଟୋର ଓ ରାଜ୍ୟର ୧୫ତମ ଷ୍ଟୋର କଳିଙ୍ଗ ନଗର, ଭୁବନେଶ୍ୱରରେ ଖୋଲାଗଲା । ଏଠାରେ ହେୟାର କଟ୍, ଦାଢି ସଜେଇବା, କେଶର ଯନô ନିମନ୍ତେ ଟ୍ରିଟ୍ମେଣ୍ଟ, ହେୟାର ଷ୍ଟେଟ୍ନିଙ୍ଗ, ହେୟାର କଲରିଂ, ବ୍ରାଇଡ଼ାଲ ଓ ଗ୍ରୁମ୍ ମେକଅପ୍ ସହ ପେଡିକୁ୍ୟର ଓ ମେନିକୁ୍ୟରର ସୁବିଧା ସୁଲଭ ମୂଲ୍ୟରେ ମିଳିପାରିବ । ନ୍ୟାଚୁରାଲ୍ସ୍ ଭୁବନେଶ୍ୱର ସର୍ବଦା ଉତ୍ତମ ସର୍ଭିସ୍ ଓ ସ୍ୱାସ୍ଥ୍ୟକର ପରିବେଶରେ ଗ୍ରାହକ ମାନଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇଥାଏ । ନ୍ୟାଚୁରାଲ୍ସ୍ ସାଲୋନ୍ ବିଶ୍ୱସ୍ତରୀୟ ଉତ୍ପାଦ ବ୍ୟବହାର କରିଥାଏ ।
ଏହି ଉଦ୍ଘାଟନ ଉତ୍ସବରେ ଓଲିଉଡ୍ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର, ନ୍ୟାଚୁରାଲ୍ସ ସେଲୁନର ପ୍ରତିଷ୍ଠାତା ଭିନା କୁମାରଭେଲ୍, ସହ ପ୍ରତିଷ୍ଠାତା ସିକେ କୁମାରଭେଲ୍, ମାଷ୍ଟର ଫ୍ରାଞ୍ଚାଇଜି ଲୋପାମୁଦ୍ରା ପ୍ରଧାନ ଓ ଫ୍ରାଞ୍ଚାଇଜି ଗାର୍ଗୀ ମହାନ୍ତି ଉପସ୍ଥିତ ଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା