ଓଡିଶା ମନୋରଞ୍ଜନ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି ସମ୍ବଲପୁରୀ ଗୀତ ‘ମୁଇଁ ନାଚମି ସମ୍ବଲପୁରୀ’ BY Smaranika Sahoo April 13, 2022 0 Comments 13 Views ରେଡକ୍ରାବ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ‘ମୁଇଁ ନାଚମି ସମ୍ବଲପୁରୀ’ ଗୀତ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଏଥିରେ କଣ୍ଠଶିଳ୍ପୀ ଇପସିତ୍ ଏବଂ ଜ୍ୟେର୍ତିମୟୀଙ୍କ ଡୁଏଟ୍ ଝଲକ ଦେଖିବେ ଦର୍ଶକ ।