କିଏ କେଉଁଠି ଆଗୁଆ ?

କୋଦଳା ଏନଏସି : ବିଜେପି ପ୍ରାର୍ଥୀ ସୂର୍ଯ୍ୟନାରାୟଣ ନାୟକ
ଉଦଳା ଏନଏସି : ବିଜେପି ପ୍ରାର୍ଥୀ ପ୍ରମିଳା ପଣ୍ଡା
ରେଢାଖୋଲ ଏନଏସି : ବିଜେପି ପାର୍ଥୀ ଶିବରାମ ସାହୁ
ବୁଗୁଡା ଏନଏସି : ବିଜେଡି ପ୍ରାର୍ଥୀ ଚିତ୍ରସେନ ପ୍ରଧାନ
ବାଙ୍କୀ ଏନଏସି : ବିଜେଡି ପ୍ରାର୍ଥୀ ମାଣିକ ସାହୁ
ବୁଗୁଡା ଏନଏସି : ବିଜେଡି ପ୍ରାର୍ଥୀ ଚିତ୍ରସେନ ପ୍ରଧାନ
କୋଣାର୍କ ଏନଏସି : ବିଜେଡି ପ୍ରାର୍ଥୀ ସଂଯୁକ୍ତା ତ୍ରିପାଠୀ
ଟିକିଟି ଏନଏସି : ବିଜେଡି ପ୍ରାର୍ଥୀ ଦୀପା କୁମାରୀ ସାହୁ
ଫୁଲବାଣୀ ପୌରାଧ୍ୟକ୍ଷ : ବିଜେପି ପ୍ରାର୍ଥୀ ସ୍ମିତାରାଣୀ ମହାନ୍ତି
ଦେବଗଡ ପୌରାଧ୍ୟକ୍ଷ : ବିଜେଡି ପ୍ରାର୍ଥୀ ଶାନ୍ତିମଞ୍ଜରୀ ଦେବୀ
ସୁବର୍ଣ୍ଣପୁର ପୌରାଧ୍ୟକ୍ଷ : ବିଜେଡି ପ୍ରାର୍ଥୀ ତାମସୀ ତାମସ୍ମିତା ନାୟକ
ଯାଜପୁର ପୌରାଧ୍ୟକ୍ଷ : ବିଜେଡି ପ୍ରାର୍ଥୀ ରଞ୍ଜୁଲତା ହୋତା
ରାଜଗାଙ୍ଗପୁର ପୌରପାଳିକା : ବିଜେଡି ପ୍ରାର୍ଥୀ ମାଧୁରୀ ଲୁଗୁନ