ହିନ୍ଦୋଳ ୨ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ସୁମନ୍ତ ଦେହୁରୀ ୫,୫୯୨ ଭୋଟରେ ଜିତିଛନ୍ତି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ୨ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ସୁମନ୍ତ ଦେହୁରୀ ୫,୫୯୨ ଭୋଟରେ ଜିତି ଯାଇଛନ୍ତି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ୧୨,୬୨୭ ଖଣ୍ଡ ଭୋଟ ପାଇଥିବାବେଳେ, ବିଜେପି ୭,୦୩୫ ଖଣ୍ଡ ଭୋଟ ଏବଂ କଂଗ୍ରେସ ୮୨୭ ଖଣ୍ଡ ଭୋଟ ପାଇଛନ୍ତି । ମୋଟ ୬୧୫ ଖଣ୍ଡ ଭୋଟ ନାକଚ ହୋଇଛି ।
ହିନ୍ଦୋଳରୁ ସୁଜିତ ବେହେରା