ହିନ୍ଦୋଳ ୨ ନମ୍ବର ଜୋନରେ ୧୦୯୨ ଭୋଟରେ ଆଗୁଆ ବିଜେଡି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ୨ ନମ୍ବର ଜୋନରେ ଦ୍ଵିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ୨୦୮୧ ଭୋଟରେ ଆଗୁଆ ଥିବାବେଳେ, ବିଜେପି ପ୍ରାର୍ଥୀ ୯୮୯ ଭୋଟରେ ଆଗୁଆ ରହିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ୭୭ ଭୋଟରେ ଆଗୁଆ ଥିବାବେଳେ ଏଯାବତ୍ ୯୫ଟି ଭୋଟ ନାକଚ ହୋଇଛି ।
ହିନ୍ଦୋଳରୁ ସୁଜିତ କୁମାର ବେହେରା