ହିନ୍ଦୋଳ ବ୍ଲକ ୨ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ସୁମନ୍ତ ଦେହୁରୀ ୧୭୭୫ ଭୋଟରେ ଆଗୁଆ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ୨ ନମ୍ବର ଜୋନରେ ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ୨୨୦୩ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ, ବିଜେଡ଼ି ୩୯୭୮ ଖଣ୍ଡ ଭୋଟରେ ଆଗୁଆ ରହିଛି । ସେହିପରି କଂଗ୍ରେସ ୧୮୮ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ଏଯାବତ୍ ୧୯୪ ଖଣ୍ଡ ଭୋଟ ନାକଚ ହୋଇଛି ।
ହିନ୍ଦୋଳରୁ ସୁଜିତ କୁମାର ବେହେରା