ମାହାଙ୍ଗା ବ୍ଲକ ୪୦ ନମ୍ବର ଜୋନରେ ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ୨୧୭୯ ଭୋଟରେ ଆଗୁଆ

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ୪୦ ନମ୍ବର ଜୋନରେ ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ୯୩୬୫ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ, ବିଜେପି ୭୧୮୬ ଖଣ୍ଡ ଭୋଟରେ ଆଗୁଆ ରହିଛି । ସେହିଭଳି କଂଗ୍ରେସ ୮୬୫ ଖଣ୍ଡ ଭୋଟରେ ଆଗୁଆ ରହିଛି ।
ସାଲେପୁରରୁ ଅଭୟ ଜେନା