ମାହାଙ୍ଗା ବ୍ଲକ ୪୦ ନମ୍ବର ଜୋନରେ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ୧୭୫୩ ଭୋଟରେ ଆଗୁଆ

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ୪୦ ନମ୍ବର ଜୋନରେ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ୭୦୭୫ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ, ବିଜେପି ୫୩୨୨ ଖଣ୍ଡ ଭୋଟରେ ଆଗୁଆ ରହିଛି । ସେହିଭଳି କଂଗ୍ରେସ ୬୧୨ ଖଣ୍ଡ ଭୋଟରେ ଆଗୁଆ ରହିଛି ।
ସାଲେପୁରରୁ ଅଭୟ ଜେନା