ନିଶ୍ଚିନ୍ତକୋଇଲି ୨୫ ନମ୍ବର ଜୋନରେ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ୧୦୫୭ ଭୋଟରେ ବିଜେଡି ଆଗୁଆ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ୨୫ ନମ୍ବର ଜୋନରେ ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ବିବେକାନନ୍ଦ ବେହେରା ୧୧୩୩ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ, ବିଜେଡି ପ୍ରାର୍ଥୀ ବିଳାସ କୁମାର ଭୋଇ ୨୧୯୦ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ଦିବାକର ନାଏକ ୩୭୮ ଖଣ୍ଡ ଭୋଟରେ ଆଗୁଆ ରହିଥିବା ଜଣାପଡିଛି ।
ସାଲେପୁରରୁ ଅଭୟ ଜେନା