ହିନ୍ଦୋଳ ୧ ନମ୍ବର ଜୋନରେ ୩୮ ଖଣ୍ଡ ଭୋଟରେ ଆଗୁଆ ରହିଛି ବିଜେପି

ହିନ୍ଦୋଳ ୧ ନମ୍ବର ଜୋନରେ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡ଼ିର ମାମାଲି ଦାସ ୧୦୨୯ ଖଣ୍ଡ ଭୋଟ ପାଇଥିବାବେଳେ, ବିଜେପିର ସୁନୀତା ନାଥ ୧୦୬୭
ଭୋଟ ଏବଂ କଂଗ୍ରେସର ଲକ୍ଷ୍ମୀପ୍ରିୟା ପଟ୍ଟନାୟକ ୮୬ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ।
ଏଠାରେ ବିଜେପି ୩୮ ଖଣ୍ଡ ଭୋଟରେ ଆଗୁଆ ରହିଥିବା ଜଣାପଡିଛି ।
ହିନ୍ଦୋଳରୁ ସୁଜିତ କୁମାର ବେହେରା