ସିମୁଳିଆ ବ୍ଲକର ୪୦ ନମ୍ବର ଜୋନରେ ବିଜେପି କରୁଛି ଲିଡ୍

ସିମୁଳିଆ ବ୍ଲକ ୪୦ନମ୍ବର ଜୋନର ୧୦ଟି ପଞ୍ଚାୟତର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରଥମ ରାଉଣ୍ଡ ସୁଦ୍ଧା ୨୪ ଖଣ୍ଡ ଭୋଟରେ ଆଗୁଆ ରହିଛି । ଏଠାରେ ବିଜେଡି ପ୍ରାର୍ଥୀ ୧୧୪୫ ଖଣ୍ଡ ଭୋଟରେ ଆଗୁଆ ରହିଥିବାବେଳେ ବିଜେପି ପ୍ରାର୍ଥୀ ୧୧୬୯ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ୩୫ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ବିଏସପି ପ୍ରାର୍ଥୀ ୯ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।
ସିମୁଳିଆରୁ ସସ୍ମିତା ଖଟୁଆ