ବୌଦ୍ଧ ୪ ନମ୍ବର ଜୋନରେ ବିଜେପି ଆଗୁଆ

ବୌଦ୍ଧ ବ୍ଲକର ୪ ନମ୍ବର ଜୋନରେ ଗଣତି ପ୍ରକ୍ରିୟା ଜାରି ରହିଛି ।
ବିଜେଡିର ବୟନ୍ତୀ ପ୍ରଧାନ ୯୬୧ ଭୋଟରେ ଆଗୁଆ ଥିବାବେଳେ, କଂଗ୍ରେସର ରଘୁନାଥ ପଲିଆ ୭୩ ଭୋଟରେ ଆଗୁଆ । ସେହିଭଳି ବିଜେପିର ଇଂ ରାକେଶ ତ୍ରିପାଠୀ ୧୮୨୩ ଭୋଟରେ ଆଗୁଆ ରହିଛନ୍ତି ।
ପ୍ରଥମ ରାଉଣ୍ଡରେ ବୌଦ୍ଧର ୪ ନଂ ଜୋନରେ ବିଜେପି ପ୍ରାର୍ଥୀ ଇଂ ରାକେଶ ତ୍ରିପାଠୀ ୮୬୨ ଭୋଟରେ ଆଗୁଆ ରହି ବିଜେଡି ସହ ପ୍ରତିଦ୍ବନ୍ଦିତା କରୁଛନ୍ତି ।
ବୌଦ୍ଧରୁ ସୁମନ୍ତ ମେହେର