ବୌଦ୍ଧ ୪ ନମ୍ବର ଜୋନରେ ତୃତୀୟ ରାଉଣ୍ଡ ଗଣତିରେ ବିଜେପି ଆଗୁଆ

ବୌଦ୍ଧ ୪ ନମ୍ବର ଜୋନରେ ତୃତୀୟ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ବୟନ୍ତୀ ପ୍ରଧାନ ୨୭୬୩ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ରଘୁନାଥ ପଲିଆ ୩୪୬ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ତେବେ ତୃତୀୟ ରାଉଣ୍ଡରେ ମଧ୍ୟ ବିଜେପି ପ୍ରାର୍ଥୀ ଇଂ ରାକେଶ ତ୍ରିପାଠୀ ୪୨୩୫ ଖଣ୍ଡ ଭୋଟ ପାଇବା ସହ ୧୪୭୨ ଭୋଟରେ ଲିଡ୍ କରୁଛନ୍ତି ।
ବୌଦ୍ଧରୁ ସୁମନ୍ତ ମେହେର