ଓମିକ୍ରନ୍କୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ଲାଇନ୍ ଜାରି ।

ଏଥର ଜିରୋ ନାଇଟ୍ ସେଲିବ୍ରେସନ୍ ବନ୍ଦ
ଓମିକ୍ରନ ରୋକିବା ପାଇଁ ଜାରି ହେଲା କଟକଣା
ଡିସେମ୍ବର ୨୫ ରୁ ଜାନୁଆରୀ ୨ ଯାଏ କଟକଣା
ବଡଦିନ କେବଳ ଚର୍ଚ୍ଚ ଭିତରେ ହିଁ ପାଳନ ହେବ
ସର୍ବଧିକ ୫୦ ଜଣ ଏକାଠି ପାଳିପାରିବେ ବଡଦିନ
ହୋଟେଲ,କ୍ଲବ,ରେଷ୍ଟୁରାଣ୍ଟରେ ସେଲିବ୍ରେସନ୍ ମନା
ଏଥର ନୂଆବର୍ଷ ସେଲିବ୍ରେସନ୍ ବନ୍ଦ